0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜ୍ୟ ସରକାରଙ୍କ ନୂତନ ମଦ ଟୁଙ୍ଗି ଖୋଲାଯିବ ନିଷ୍ପତି ବିରୋଧରେ ପୁରୀ ବଡଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ୪୦ ରୁ ଉର୍ଦ୍ଧ ସଙ୍ଗଠନ କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ବୈଠକ ର ଅବହାକ ସ୍ଵାଧୀନ କୁମାର ପଣ୍ଡା ଆରମ୍ଭ ରେ କହିଥିଲେ ଯେଭଳି ଗଙ୍ଗା ଆମର ମା ସେହିଭଳି ମହାନଦୀ, ଋଷିକୂଲ୍ୟା, ଭାର୍ଗବୀ ଆଦି ନଦୀ ଆମର ମା ନଦୀ କୁଳରୁ ଜନବସତି ଆରମ୍ଭ ଓ ନଦୀ କୁଳରୁ ତୀର୍ଥକ୍ଷେତ୍ର ସୃଷ୍ଟି , ସମୁଦ୍ର କୁ ଆମେ ଦେବତା ରୁପ ପୂଜାକରୁ ମହାଲକ୍ଷ୍ମୀ ଙ୍କ ବାପ ଘର, ଭାରତ ବର୍ଷ ରେ ତୀର୍ଥକ୍ଷେତ୍ର ରୁପେ ଓଡ଼ିଶା ର ସ୍ୱତନ୍ତ୍ର ପରିଚୟ ରହିଛି l

