0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦେବଦାସୀ ଅନୁଷ୍ଠାନର ଆନୁକୂଲ୍ୟରେ ୧୯ତମ ବାର୍ଷିକ ନୃତ୍ୟ ଉତ୍ସବ ଉତ୍କଳ ରଙ୍ଗମଞ୍ଚ (ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର), ଭୁବନେଶ୍ବରରେ ତା୨.୯.୨୦୨୪ ଓ ୩.୯.୨୦୨୪ ରିଖ ଦିନ ସଧା ଘ ୬.୩୦ ମିନିଟ ସମୟରେ ସଭାପତି ଶ୍ରୀଯୁକ୍ତ ଦେବୁ ବ୍ରହ୍ମା ଓ ସମ୍ପାଦକ ଶ୍ରୀମତୀ ରୋଜାଲିନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି । ସଂଯୋଜନା କରିଥିଲେ ଶ୍ରୀ ଶ୍ରୀନିବାସ ଘଟୁଆରି ।

