ଗୋଡାରାଈମୂଳ ଗ୍ରାମର ବାବା କପିଳେଶ୍ଵର ଦେବଙ୍କ ଭୂମି ପୂଜନ ଓ ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିବା ବେଳେ ବେଳେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ,ସ୍ଥାନୀୟ ସରପଂଚ ଆରତ ମାଝୀ ଓ ଲୀଲା ସ୍ଵାଇଁଙ୍କ ସମେତ ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ଏହା ଗ୍ରାମବାସୀ ମାନେ ତଥା ଅନେକ ଭକ୍ତ ମାନଙ୍କ ମନ ମନ୍ଧ୍ୟରୋ ଆନନ୍ଦ ଆଣିଛି ।
Related Content
ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର
by
Proprietor Abhimanyu Maharana
October 15, 2026
ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ
by
Proprietor Abhimanyu Maharana
October 15, 2026
ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ
by
Proprietor Abhimanyu Maharana
October 15, 2026
ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ
by
Proprietor Abhimanyu Maharana
October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery
by
Proprietor Abhimanyu Maharana
October 15, 2026
ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !
by
Proprietor Abhimanyu Maharana
October 15, 2026