0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବିଶ୍ୱ ହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ରବିବାର ଦିନ କଟକ ସଦର ଥାନା ନିକଟରେ ୬୦ ତମ ବିଶ୍ୱ ହିନ୍ଦୁ ପ୍ରତିଷ୍ଠା ଉତ୍ସବ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡର ଉପ ସଭାପତି ଆଡ଼ଭୋକେଟ ନଳୀନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ । ଏଥିରେ ସ୍ତମ୍ବକାର ଶ୍ରୀ ଶନ୍ୟାସି ଜୀ ,ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ବସନ୍ତ କୁମାର ରଥ ମୁଖ୍ୟ ବକ୍ତା , କଟକ ଗୋ ସୁରକ୍ଷାର ପ୍ରମୁଖ ପବିତ୍ର କୁମାର ଦାସ, ଧାକୁଲେଇ ପ୍ରଖଣ୍ଡର ସଭାପତି ଦିଲିପ କୁମାର ସ୍ୱାଇଁ ,.

