0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ/ବାରିପଦା :-> ଓଡିଶା ଡ୍ରାଇଭର ମହାସଂଘ ର ନିର୍ଦେଶ ଅନୁଯାୟୀ ପୁଜା ପାଠ କରି । ସେପ୍ଟେମ୍ବର 1 ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳ ଡ୍ରାଇଭର ଙ୍କୁ ନିଜେ ନିଜର ସୁରକ୍ଷା ସହିତ ସମାଜର ସେବା କରିବା ଓ ନିଶା ପାଣି ଖାଇ ଗାଡ଼ି ଚଲେଇବା ନାହିଁ। ଭଳି ଅନେକ ଉପଦେଶ ଦେଇଥିଲେ। ଏଥିରେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତର ଡ୍ରାଇଭର ଭାଇମାନେ ଉପସ୍ତିତ ଥିଲେ। ଡ୍ରାଇଭର ସଂଘ ସଭାପତି ବିନୋଦ ଲହାର ଓ ସମ୍ପାଦକ ପାର୍ଥସାରଥି ମହାନ୍ତଙ୍କ ନେତୃତ୍ଵରେ ଏକ ବିଶାଳରେଲି ପାଲ ବଣି ବାଇପାସ ଛକରୁ ବାହାରୀ ସହର ପରିକ୍ରମା କରିଥିଲେ।

