Home ଓଡ଼ିଶା ପାରଳାଖେମୁଣ୍ଡି ପ୍ରଗତି ମହିଳା ସଙ୍ଗଠନ ର ସମ୍ପାଦିକା ତନୁଜା ଶତପଥୀ “ଇଣ୍ଡିଆନ୍ ଏଣ୍ଡିଭିସୁଆଲଏକ୍ସିଲେନ୍ସ ଆବାର୍ଡରେ ପୁରସ୍କୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଭୁବନେଶ୍ଵରସ୍ଥିତ ଜୟଦେବ ଭବନଠାରେ ୩୦ ଅଗଷ୍ଟ ୨୪ ତାରିଖରେ ବିଜେପି ପର୍ଯ୍ୟବେକ୍ଷକ କବି ତଥା ସାରସ୍ଵତ ସାଧକ ଶଙ୍କର ପରିଡ଼ା ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଛି। ଗଜପତି ଜିଲ୍ଳାର ଜଣେ ସକ୍ରିୟ ମହିଳା ସଙ୍ଗଠନର ମୁଖ୍ୟ ତଥା ଗୀତ, ସମାଜସେବୀ ଏବଂ ଲେଖିକା ଭାବେ ଦକ୍ଷତାକୁ ନେଇ ତାଙ୍କୁ ସିଲ୍ ଓ ଉପଢୌକନ ଦେଇ ପୁରସ୍କୃତ କରଯାଇଥିଲା l ଜଣେ ଦକ୍ଷ ମହିଳା ସଂଗଠନର ମୂଖ୍ୟ ଭାବେ ତାଙ୍କୁ ସମ୍ମାନିତ କରାଯାଇଥିବା ଯୋଗୁ ତାଙ୍କୁ ବିଭିନ୍ନ ସାରସ୍ଵତ ଓ ସଂସ୍କୃତିକ ପ୍ରତିଷ୍ଠାନର ଶିଳ୍ପୀ ଏବଂ ବୁଦ୍ଧିଜୀବୀ ଯଥା ବିଚିତ୍ରାନନ୍ଦ ବେବର୍ତ୍ତା, ଲୋକନାଥ ମିଶ୍ର, ମନୋଜ୍ ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଡ.ଭାରତୀ ପାଣିଗ୍ରାହୀ,ମୂରଲୀଧର ପରିଚ୍ଛା, କଲ୍ପନା ପଟ୍ଟନାୟକ,ସବିତା ପଣ୍ଡିତ ପ୍ରଭୃତି ତନୁଜା ଶତପଥୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026