ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ଜଟଣୀ :- ଜଟଣୀ ବିଜେପି ଯୁବମୋର୍ଚା ପକ୍ଷରୁ କର୍ତ୍ତବ୍ୟରତ ସାମ୍ବାଦିକ ଇଫତେଖାର ଅଲ୍ଲୀ, କେଦାରନାଥ ସାହୁ, ସଜ୍ଜନ ଅଗ୍ରୱାଲ,ଅବନୀ ରାଉତରାୟ ଓ ଏସ ଭି ଆର ମୂର୍ତ୍ତି ପ୍ରମୁଖ ୩୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଙ୍କୁ ରାଧାକାନ୍ତ ମିଶ୍ର, ଜଗଦୀଶ ଅଗ୍ରୱାଲ, ରଶ୍ମିମୟୀ ପଟନାୟକ ପ୍ରମୁଖ ଯୋଗଦେଇ ମହାମାରୀ କରୋନା ରେ ଗଣମାଧ୍ୟମର ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ କରୋନାରେ ମୃତ୍ୟୁ ବରଣ କରିଥିବା ଦୁଇଜଣ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା ସହିତ ସମସ୍ତ ସାମ୍ବାଦିକ ଙ୍କୁ ପୁଷ୍ପ , ଉପଢ଼ଉକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ( ରିପୋର୍ଟ- ଇଫତେଖାର ଅଲ୍ଲୀ )
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ଙ୍କୁ ସମ୍ମାନିତ

- Categories: Uncategorized
Related Content
ବାଲୁଗାଁ ଏଲ୍ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳିତ
by
Proprietor Abhimanyu Maharana
October 4, 2026
ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନକl ଉଚ୍ଛବ
by
Proprietor Abhimanyu Maharana
October 1, 2026
MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE
by
Proprietor Abhimanyu Maharana
September 22, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 6, 2026
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି
by
Proprietor Abhimanyu Maharana
August 15, 2026