ହୁଇଲ୍ ଚେୟାର ପ୍ରଦାନ  କଲେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା

୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ  :->  ନୟାଗଡ ଜିଲ୍ଲା  ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ହୁଇଲ୍ ଚେୟାର ପ୍ରଦାନ  କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଢେଙ୍କେଣା ପଞ୍ଚାୟତ ଅନ୍ତର୍ଗତ ସିତାରାମପୁର ଗ୍ରାମର ଅହଲ୍ୟା ସାହୁଙ୍କୁ  ହୁଇଲ୍ ଚେୟାର  ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନା , ରଘୁନାଥ ସାହୁ , ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ପ୍ରମୁକ ଉପସ୍ଥିତ ଥିଲେ ।

Exit mobile version