୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ମୟୂରଭଞ୍ଜ ଓଡ଼ିଶାର ସର୍ବବୃହତ ଜିଲ୍ଲା । ମାତ୍ର ଏହି ଜିଲ୍ଲା ଆଦିବାସୀ ବହୁଳ । ଅଧିକାଂଶ ଲୋକ ଦରିଦ୍ର ସିମା ରେଖା ତଳେ । ଖଟିଖିଆ, ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ, ବହୁତ ଅଭାବ ଅନଟନରେଏହି ଲୋକମାନେ ଚଳନ୍ତି । ମାତ୍ର କାର୍ଯ୍ୟପାଇଁ ସେମାନଙ୍କର କର୍ମଭୂମି, ବାରିପଦା ଓ ବାଲେଶ୍ଵର, ସାଧାରଣତ ଦେହ ଅସୁସ୍ଥ ହେଲେ ବାରିପଦା ମେଡିକାଲ ଓ ବାଲେଶ୍ଵର ମେଡ଼ିକାଲ ଉପରେ ନିର୍ଭର କରନ୍ତି ।

