ବିଶିଷ୍ଟ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କୁ : ଡ଼ଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ଠାରୁ ଲିଭ ଲାଇଭ ସମ୍ମାନ ଗ୍ରହଣ କରୁଛନ୍ତି

୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ବିଶିଷ୍ଟ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଭୁବନେଶ୍ବରର ଜୟଦେବ ଭବନ ଠାରେ ଲିଭ ଲାଇଭ ଟିଭି ଚ୍ୟାନେଲର ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବରିଷ୍ଠ ନେତା ଡ଼ଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ଠାରୁ ଲିଭ ଲାଇଭ ସମ୍ମାନ ଗ୍ରହଣ କରୁଛନ୍ତି ।

ପାର୍ଶ୍ଵରେ ଭାଷା ଆନ୍ଦୋଳନର ସଭାପତି ଜାନକିଶ ବଡ଼ପଣ୍ଡା ଏବଂ ଲିଭ ଲାଇଭର ପ୍ରତିଷ୍ଠାତା ଟିଟନ ସାହୁ ଉପସ୍ଥିତ ଅଛନ୍ତି ।

Exit mobile version