୨୮ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ସରଙ୍ଗଡ଼ ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସିଦ୍ଧାନ୍ତ ଦଳ ବେହେରା କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ତିରିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ ମାସ ସଶ୍ରମ କାରାଦଣ୍ଡଦେଶ ଦେଇଛନ୍ତି । ଏଥ୍ ସହ ପୀଡିତା ନାବାଳିକା କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପୋକ୍ସ କୋର୍ଟ ବିଚାରପତି ନିର୍ଦେଶ ଦେଇଛନ୍ତି ।
