୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କ୍ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ ।ପୁରୀ ବାଙ୍ଗର୍ ଠାରେ ଠାରେ ଥିବା ଇଣ୍ଟିଗ୍ରେଟେଡ ଇଂନଫା ଷ୍ଟ୍ରକଚର୍ ସେଣ୍ଟର୍ ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।ସେଠାରେ ଥିବା ମାନସିକ ବିକାର ଗ୍ରସ୍ତ୍ତ୍ ଲୋକ ମାନଙ୍କୁ ଏକ ସୁନ୍ଦର ପରିବେଶ ଦେବା ପାଇଁ ସେଠାରେ ଶହେରୁ ଉର୍ଦ୍ଧ୍ବ ଫଳ ଓ ଫୁଲ ଗଛ ପୋତାଯାଇଥିଲା ।
