୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚଣ୍ଡିଖୋଲ :-> ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାୟତ ଅଧିନ ରାଧା ଦେଇ ପୁର ଗ୍ରାମ ର ଅଭିମନ୍ୟୁ ମଲ୍ଲିକ ଙ୍କ ବଡ ପୁଅ ଶକ୍ତି ପ୍ରାସାଦ ମଲ୍ଲିକ (୨୨) ଙ୍କ ର ଡେଙ୍ଗୁ ଜର ରେ ମୃତ୍ୟୁ ଘଟିଛି । ଶକ୍ତି କୁ ଜର ହେବାରୁ ତାକୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା ।
