୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗତକାଲି :-> ଜନ୍ମାଷ୍ଟମୀ ଦିନ ରାତିରେ ବେତନଟୀ ଥାନା ଅଞ୍ଚଳ ରୁ ଗୋମାତା ଭର୍ତି ଏହି ଗୋମାତା ଭର୍ତି ତିନୋଟି pickup van କୁ ବେତନଟୀ ଥାନା ଦ୍ୱାରା ଜବତ କରାଯାଇ ଥିଲା l ଏଥିରେ 25 ଟି ଗୋମାତା ଙ୍କୁ ଅତି ନିର୍ମମ ଭାବରେ ଗାଡ଼ିରେ ଭର୍ତିକରି କଂସେଇ ଖାନା କୁ ନିଆଯାଉ ଥିଲା l ପବିତ୍ର ଜନ୍ମାଷ୍ଟମୀ ତିଥିରେ ମଧ୍ୟ ଜାରଜ ଗୋମାଫିଆ ମାନେ ଗୋମାତାଙ୍କୁ ତସ୍କରୀ କରିବାକୁ କୁଣ୍ଠାବୋଧ କରୁନାହାନ୍ତି l

