୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପ୍ରତି ବର୍ଷ ପରି ଚଳିତ ବର୍ଷ ସ୍ଥାନୀୟ ବାସେଳୀ ସାହି ଓଡ଼ିଆ ମଠ ଛକ ଠାରେ ଦୀକ୍ଷିତ ବଡ ପୋଖରୀ ଜାଗା ପକ୍ଷରୁ ନନ୍ଦ ଉତ୍ସବ ଯମୁନା ଗାଧୁଆ ୨୦୨୪ ମହା ସମାରୋହରେ ପାଳିତ ହୋଇଛି। କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ବଶିଷ୍ଠ ସାମ୍ୱାଦିକ ବିଶ୍ଵଜିତ ପଟ୍ଟନାୟକ, ଆଡଭୋକେଟ ଅଭିଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଥିଲେ।

