୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ଜିଲ୍ଲା ସଦରମହକୁମା ବାରିପଦା ଠାରେ, ଓଡ଼ିଶା ପରିବର୍ତ୍ତୀତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଲ ଓଡ଼ିଶା କର୍ମଚ।ରୀ ସଂଘରଫରୁ ଏକ ବିଶାଳ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ୨୫ଟି ଜିଲ୍ଲାରୁ ସମସ୍ତ କର୍ମୀ ଅଂଶଗ୍ରହଣ କରିଥିଲେ । ସୂଚନା ଅନୁସାରେ, ମାନ୍ୟବର ପ୍ରଧାନମନ୍ତ୍ରୀ୨୦୨୫ ସୁଦ୍ଧା TB ମୁକ୍ତ ଭାରତ ନିମନ୍ତେ ପୋଷଣା କରିଛନ୍ତି ।
