Home ଓଡ଼ିଶା ନବ ଦୂର୍ଗା ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠାଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ପବିତ୍ର ଜନ୍ମାଷ୍ଟମୀ ରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପୀନାଥପୁର ଗ୍ରାମର ଗ୍ରାମ ଦେବତୀ ଥାନପତି ଙ୍କ ପ୍ରାଙ୍ଗଣରେ ହେବାକୁ ଥିବା ଚତୃର୍ଥ ବାର୍ଷିକ ନବ ଦୂର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ସୋମବାର ବିଲୁଆଖାଇ ନଦୀରୁ ମାଟି ଉଠାଣ କାର୍ଯ୍ୟ ଯଥା ଵିଧି ଅନୁଷ୍ଠିତ ହୋଇଛି l ଅନୁଷ୍ଠାନର ସଭାପତି ଗଙ୍ଗାଧର ରାୟ ଙ୍କ ପ୍ରତ୍ୟକ୍ଷ ତତ୍ୱlଵଧାନ ରେ ସମ୍ପାଦକ ସୁବାସ ଦାସ, କୋଷାଧ୍ୟକ୍ଷ୍ୟ ସୁରେନ୍ଦ୍ର ସାହୁ, ଆୟସ ନାୟକ, ନବକିଶୋର ପଣ୍ଡା ନଦୀରୁ ପୂଜା ପାଠ କରି ବାଇଦ ବାଜଣା ସହ ମାଟି ଉଠାଇ ଦୂର୍ଗା ଙ୍କ ମୂର୍ତ୍ତି ନିର୍ମାଣ କରିବାପାଇଁ ପୀଠକୁ ଆଣିଥିଲେ l ଆଜି ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026