
୨୫ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ‘ଦକ୍ଷିଣ କାଳୀ ମନ୍ଦିର ପରିସର ମଧ୍ୟରେ ରବିବାର ଅପରାହ୍ନରେ ବ୍ରାହ୍ମଣ ସମାଜର ଏକ ମାସିକ ବୈଠକ ସଭାପତି ଚିନ୍ତାମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

