ଓଡିଶା ତାଜା ନ୍ୟୁଜ୍ ( ୧୩ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଜିଯାଏ ତୁତୁମେମେର ବିବାଦରେ ଛନ୍ଦି ହୋଇ ରହିଥିବା ମୌଳିକ ସୁବିଧା କରିବାରେ ବିଫଳ ହୋଇଛି । ଗୋଟେ ପାଖେ ଅଧ୍ୟକ୍ଷାଙ୍କୁ ମିଶାଇ ଦୁଇ ଜଣ ଥିବା ବେଳେ ଅପର ପାଖେ ଉପାଧ୍ୟକ୍ଷଡ଼୍କୁ ମିଶାଇ ୧୧ଜଣ ପାରିଷଦ ଆଉ ଦୁଇଜଣ ସ୍ବାଧୀନ ଓ ଜଣେ ଭାଜପା ପାରିଷଦ । ଏପରି କ୍ଷେତ୍ରରେ ଅଞ୍ଚଳର ବିକାଶ ଅନୁମାନ କରାଯାଇ।ପାରେ । ବାରମ୍ବାର ଵିଭିନ୍ନ ସମସ୍ୟା ଉପୁଜିଥିବା ବେଳେ ମର୍ମନ୍ତୁଦ ଘଟଣା ହେଉଥିଲେ ହେଁ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ।ରାଜ ରାସ୍ତାରେ ଗୋରୁମାନଙ୍କ ବିଚରଣ ଉପରେ କୌଣସି ପଦକ୍ଷେପ । ନେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିୟ ରଞନ ଦାସ ଗୁରୁତ୍ଵ ଦିଅନ୍ତି ନାହିଁ । ଫଳରେ ନାହିଁ ନଥିବା ଅସୁବିଧା ମୁଣ୍ଡ ଟେକୁଛି । ଏ ବାବଦରେ ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ନୀରବ ରହୁଥିବା କୁହାଯାଇପାରେ । ଜନପ୍ରତିନିଧିଙ୍କ ଭାଗକୁ ନେଇ ତୁତୁମେମେର ଖେଳ ବାଟରେ ପଡି ହାଟରେ ଗଡୁଛି । ଏପରି କ୍ଷେତ୍ରରେ ଉପରିସ୍ଥ ସହରାଞ୍ଚଳ ଉନ୍ନୟନ ବିଭାଗ ଓ ଢେଙ୍କାନାଳ ଜିଲ୍ଲାପାଳ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଭିନ୍ନ ମତ ପ୍ରକାଶ ପାଉଛି ।
ଅଭିଯୋଗକୁ ଭୃକ୍ଷେପ କରୁନି ହିନ୍ଦୋଳ ଏନ୍ଏସି

- Categories: Uncategorized, ଓଡ଼ିଶା, ହୋମ୍
Related Content
ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର
by
Proprietor Abhimanyu Maharana
October 9, 2026
ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ
by
Proprietor Abhimanyu Maharana
October 9, 2026
SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ
by
Proprietor Abhimanyu Maharana
October 9, 2026
ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ
by
Proprietor Abhimanyu Maharana
October 8, 2026
ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ
by
Proprietor Abhimanyu Maharana
October 8, 2026
୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 8, 2026