Home ଓଡ଼ିଶା ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଅଗଷ୍ଟ,୨୦୨୪(ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅବସ୍ଥିତ ଫୁଟ୍ଟାସିଂ ଗ୍ରାମରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଜନ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶ୍ରୀ- ସୂର୍ଯ୍ୟ କାନ୍ତ ନାରାୟଣ କରିବା ସତ୍ତ୍ବେ ଅତିଥିମାନଙ୍କୁ ପୁଷ୍ପ ଫୁଲ ତୁଳା ଦେଇ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଥିଲେ । ତତ୍ ପରେ ମଞ୍ଚାସୀନ ଅତିଥି ବ୍ରୁଦ୍ଧ ଏକ ସମବେତରେ ଉଭା ହୋଇ ଭଗବାନଙ୍କୁ କ୍ରିଯା ପୁଷ୍ପ ଦ୍ବୀପ ଜ୍ବାଳୀ ସୁ-ଭାରମ୍ବ କାର୍ଯ୍ୟ କ୍ରମ କରିଥିଲେ । ଆଜିର ସଭା ପରି ଚାଳନା ସଭାପତି ଭାବେ ଶ୍ରମତୀ-ଅସୀମା ରାଓ କରିଥିବା ବେଳେ, ମୂଖ୍ଯ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟାଙ୍କୁ ଶ୍ରୀ ମତୀ-ସୁଭ୍ରାଞ୍ଜଳୀ ପ୍ରଧାନପ୍ରଧାନ କିଛି ଉଦ୍ଦବୋଧନ ଦେଇ, “ଜନମନ” ସଚେତନା ଏକ ନିଆରା ଲାଞ୍ଜିଆ ସଉରା ଭିନ୍ନ ପ୍ରକାରର ବେଶ, ପୋଷାକରେ ଜୀବନ ଯାପନ ପାହାଡ, ଜଙ୍ଗଲରେ ରହି କି ପରି ଭାବରେ ପରିପୋଷଣ ଜୀବନ ମଧ୍ୟରେ ବିତରଣ ହେଉଥିଲେ, ଏହାର ସାର ମର୍ମ ଲୋକମାନଙ୍କୁ ସଚେତନା ମଧ୍ୟରେ ବୁଝାଇ ଏହା ଉପରେ ଆଧାରିତ କରି ପ୍ରଧାନମନ୍ତ୍ରୀ “ଜନମନ”ର ସରକାରଙ୍କ ସହାୟତା କିପରି ଭାବରେ ପାଇ ପାରିବେ, ଏହାର ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ” ଜନମନ” ଲାଞ୍ଜିଆ ସଉରା ଉନ୍ନୟନ ଗୋଷ୍ଠୀ ଏକ ପ୍ରକାର ଜୀବନ ଶୈଳୀ ପରିବାର ମଧ୍ୟରେ ସ୍ରୁଷ୍ଟିର ତତ୍ପାଯ୍ୟ ଅନ୍ୟ ବର୍ଗର ଶ୍ରେଣୀ ମଧ୍ୟରୁ ଏହି ଲାଞ୍ଜିଆ ସଉରା ଉନ୍ନୟନ ଏକ ଭିନ୍ନ ସ୍ଥର, ଏକ ପାହାଡିଆ ଆଦିବାସୀ ସଉରା ନାମରେ ଖ୍ୟାତ ୦୭ ଗୋଟି ଗ୍ରାମ ଯଥା ୧.ଆବାଡା ପଞ୍ଚାୟତ ୨.ଶଗଡା ପଞ୍ଚାୟତ ୩.ଫୁଟ୍ଟାସିଂ ପଞ୍ଚାୟତ ୪.ଟଲଣା ପଞ୍ଚାୟତ ୫.ଜଲ୍ ତାର୍ ପଞ୍ଚାୟତ ୬.ଚିନାସାରୀ ପଞ୍ଚାୟତ ୭.କୁଲୁସିଂ ପଞ୍ଚାୟତ ମଧ୍ୟରେ ୧୨୭ ଗୋଟି ଗ୍ରାମ ରହି ପୂର୍ବ କାଳର ନୀତି ନିୟମ ବସ,ବାସ ଜୀବନ କାଟୁଥିବା ଆଦିମ ଆଦିବାସୀ ସଉରା ଅଟନ୍ତି । ଏହାକୁ ଅନ୍ୟତ୍ତୋମ ରଖି ଏକ ପଞ୍ଚାୟତ ଯାହାକି ଫୁଟ୍ଟାସିଂ ପଞ୍ଚାୟତ ମଧ୍ୟରେ ସୀମିତ ରେ କେତେକ ଗ୍ରାମ ଯଥା:-ଲାଡେ, ଅଲିଂଙ୍ଗର,ୟ୍ୟାଲଇଡା, ପ୍ଲଲୁର୍, ବରେଇ,ଗୁଣ୍ଡୁରୁବା,ଫୁଟ୍ଟାସିଂ, ତାବାର୍ ଫୁଟ୍ଟା,ମହୁଲବଣିଆ ଗ୍ରାମକୁ ନେଇ ବିଶେଷ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା। ଅତିଥିବ୍ରୁଦ୍ଦ ଲୋକ ସଚେତନା ଉପରେ ଆଧାରିତ କରି “ଜନମନ” କୁ ନେଇ କେତେକ ରାସ୍ତା, ବିଦ୍ୟୁତ୍,ଜନମନ ପୋତା ଘର, ସ୍ବାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ,ଖାଦ୍ୟ ଯୋଗାଣ କଲ୍ୟାଣ, କିଷାନ ବିମା ଯୋଜନା କିପରି ଭାବରେ ସରକାରୀ ଯୋଜନାର ହିତାଧିକାରୀ ଭାବେ ଲାଭ ଉଠାଇ ପାରିବେ, ଏହାକୁ ଅତିଥି ମାନେ ସୁ-ଭାଷଣ ଜନ୍ମାଇ ଥିଲେ । କାର୍ଯ୍ଯ କ୍ରମ ମଧ୍ୟମ ସ୍ଥଳରେ ଏକ ସ୍ଥଗିତ ରଖି କଳା ସାଂସ୍କୃତିକ କାର୍ଯ୍ୟ କ୍ରମ ତଥା ବିଭିନ୍ନ ଅଙ୍ଗ, ଭଙ୍ଗିରେ ପରିବେଷଣ ସ୍ବାସ୍ଥ୍ଯ ଶିବିର କୁ ନେଇ ଡେଙ୍ଗୁ, ମ୍ଯାଲେରିଆ ନିରାକରଣ, ଯକ୍ଷ୍ମା ସ୍ତରରୁ କିପରି ବଞ୍ଚିତ ହୋଇ ପାରିବେ, ତାହା ଆଧାରିତ ସାଂସ୍କୃତିକ ପରିବେଷଣ କାର୍ଯ୍ୟ କ୍ରମ ମଧ୍ୟରେ ଫୁଟ୍ଟାସିଂ ବାଳକ,ବାଳିକା ବିଦ୍ୟାଳୟର ଛାତ୍ର, ଛାତ୍ରୀମାନଙ୍କୁ ନେଇ ସୁ-ଆକର୍ଷଣୀୟ ସାଂସ୍କୃତିକ ମେଳା ଦେଖିବାକୁ ପାଇ ପାରିଛେ । ଉକ୍ତ ସଚେତନା କାର୍ଯ୍ୟ କ୍ରମରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଫୁଟ୍ଟାସିଂ ମହାଶୟା ଶ୍ରୀମତୀ- ଅସୀମା ରାଓ ତଥା ସହ କର୍ମୀଗଣ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାଶୟା ଶ୍ରୀମତୀ- ସୁଭ୍ରାଞ୍ଜଳି ପ୍ରଧାନ ତଥା ସହ କର୍ମୀଗଣ,ଡବ୍ଲ୍ୟୁ ଶ୍ରୀ-ଗଙ୍ଗାଧର ବେହେରା ସହ କର୍ମ କର୍ତ୍ତା, ବିଦ୍ୟୁତ୍ କର୍ମ କର୍ତ୍ତାଗଣ,ଜଗନ୍ନାଥ ପୁର୍ ସ୍ବାସ୍ଥ୍ଯ ବିଭାଗ କର୍ମ କର୍ତ୍ତାଗଣ,ଫୁଟ୍ଟାସିଂ ସ୍ବାସ୍ଥ୍ଯ ବିଭାଗ କର୍ମ କର୍ତ୍ତାଗଣ,ଆର୍ ଡି ବିଭାଗ କର୍ମ କର୍ତ୍ତାଗଣ,ସମ୍ମନିତ ଶିଶୁ ବିକାଶ କର୍ମ ଚାରୀଗଣ, ଓଡିଶା ପ୍ରସିଦ୍ଧ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା କଳା, ସାସ୍କୃତିକ ଶ୍ରୀ-ଲକ୍ଷ୍ମଣ ଶବର, ତଥା ସହ କର୍ମୀଗଣ,ଅଙ୍ଗନ୍ ୱାଡି ସୁପ୍ରବାଇଜର୍ ଶ୍ରୀମତୀ-ଜୟନ୍ତୀ ମଣ୍ଡଳ ସହ କର୍ମୀଗଣ,ସରପଞ୍ଚ ଶ୍ରୀ-ଏସିୟ ଶବର,ସଭ୍ୟ ସମିତି ଶ୍ରୀ-ଶୋଲମନ୍ ଗମାଙ୍ଗ,ୱାର୍ଡ୍ ମେମ୍ବର ଶ୍ରୀ-ଡରସିଂ ଦଳବେହେରା ପ୍ରତ୍ୟେକ ଗ୍ରାମର ୱାର୍ଡ୍ ମେମ୍ବର ତଥା ବୁଦ୍ଧି ଜୀବୀ, ବଦ୍ର ବ୍ୟକ୍ତିଗଣ ଶତାବ୍ଦୀକ ଲୋକ ଏହି ସଚେତନା କାର୍ଯ୍ୟ କ୍ରମରେ ଅଂଶିଦାର ହୋଇଥିଲେ। ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ୟୁଜ୍ ଓଡିଶା । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026