ଓଡ଼ିଶାରେ ୭,୨୪,୩୫୪ ଟି ନମୁନା ପରୀକ୍ଷା କରାଯାଇଛି,୫୦,୬୭୨ ଜଣ ପଜିଟିଭ୍‌ ଚିହ୍ନଟ ,୩୬,୪୭୯ ଜଣ ରୋଗୀ ସୁସ୍ଥ,୩୦୫ ଜଣ ରୋଗୀଙ୍କର ମୃତ୍ୟୁ ।

ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭,୨୪,୩୫୪ ଟି ନମୁନା କୋଭିଡ୍‌- ୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୦,୬୭୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

୩୬,୪୭୯ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା-୧୬୭୩) ୩୦୫ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୫ ରହିଛି । ୧୫,୫୦୮ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version