୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି ଜନଜାତି , ପଛୁଆବର୍ଗ , ସଂଖାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବାଲିଗୁଡା ଟାଉନରେ ଦେଖିବାକୁ ମିଳିଛି । ଏଠାରେ ଭାରତ ବନ୍ଦର ଡାକରାକୁ ଆଖି ଆଗରେ ରଖି କେବଳ ଯାତ୍ରୀବାହୀ ବସ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା l
