କାକଟପୁର ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ବିରଞ୍ଚି ନାରାୟଣ ପତି ଏବଂକୋଣାର୍କ କାଉନସିଲର ଇଞ୍ଜିନିଅର ନିହାର ରଞ୍ଜନ ବେହୁରା ନେତୃତ୍ୱରେ ଆମର ପ୍ରିୟ ନେତା ଭାରତ ରତ୍ନ ପ୍ରାପ୍ତ ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ର ଜନ୍ମଜୟନ୍ତୀ ଅବସରରେ କାକଟପୁର ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା,

ଏଥିରେ ଯୋଗଦାନ କରିଥିଲେ କୋଣାର୍କ ନଗର ସଭାପତି ଉପେନ୍ଦ୍ର କାଣ୍ଡି,ସ୍ୱାଧୀନ କୁମାର ନାୟକ, ଦେବେନ୍ଦ୍ର କୁମାର ପ୍ରଧାନ, ରାକେଶ ରୋଶନ ସେଠି,ଧୂଶାସନ ନାୟକ କାଳିମନ୍ଦିର ସଭାପତି,ପୁରୀ ଜିଲ୍ଲାର ପେସାଦାର ସାମ୍ବାଦିକ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର l

Exit mobile version