୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବେଙ୍ଗଲ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦେବା ପାଇଁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଉତ୍କଳ ବୁଲେଟିନ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ମହମବତୀ ଶୋଭାଯାତ୍ରା ସହିତ ସ୍ମୃତିଚାରଣ କରାଯାଇଥିଲା । ଏହି ବର୍ବର ହତ୍ୟାକାଣ୍ଡ ପାଇଁ ଦୋଷୀଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଶିଭମ ଶିକ୍ଷାନୁଷ୍ଠାନ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ମିଳିତ ପ୍ରତିବାଦ କରାଯାଇଥିଲା ।

