
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ଯୁଯୋମୁରା ବ୍ଳକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତ ଖେଳ ପଡିଆ ଠାରେ ଗତ ୧୪ ତାରିଖ ବୁଧବାର ଦିନ ରୁ ଆରମ୍ଭ ହୋଇଥିବା ପଞ୍ଚଦିବସୀୟ ଫୁଟବଳ ଟୁର୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଅଛି I ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୧୬ଟି ଦଳ ଯୋଗ ଦେଇଥିଲେ I

