୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଣିଆ :-> ଗଣିଆ ବ୍ଳକରେ ଥୁବା ଏକମାତ୍ର ଇଂରାଜୀ ମାଧ୍ୟମିକ ମହାନଦୀ ପବ୍ଲିକ ସ୍କୁଲ ର ଜଣେ ତୃତୀୟ ଶ୍ରେଣୀର ଛାତ୍ର ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ୭୮ ତମ ସାଧୂନତା ଦିବସ ଅବସରରେ ମହାନଦୀ ପବ୍ଲିକ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଦୁର୍ଗା ପ୍ରସାଦ ରାଉତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଠାରୁ ମାନପତ୍ର ଏବଂ ଟ୍ରଫି ହାସଲ କରିଛନ୍ତି I ପୁରସ୍କାର ଦେବା ସମୟରେ ଜିଲ୍ଲାପାଳ ଦୁର୍ଗା ପ୍ରସାଦଙ୍କ ସହିତ କିଛି ବାର୍ଭାଳାପ କରୁଥୁବା ଦେଖୁବାକୁ ମିଳିଛି I

