୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ପୌର ପରିଷଦ ଅଞ୍ଚଳରେ ରାତ୍ରି କାଳିନ ଅବସରରେ ବଜାରରେ ରାକ୍ଷୀ ବନ୍ଦନର ବିକ୍ରି ଜମୁଛି ଭିଳ । ଏହା ଏକ ସ୍ବତନ୍ତ୍ର ସ୍ମରଣାର୍ଥକ ସ୍ମୁତିର ଚିହ୍ନ ଯାହା କି ଭାଇ,ଭଉଣୀର ସାକ୍ଷୀ ସ୍ବରୂପ ଏକ ମେଜ ସଜ୍ଜା,ସଜ୍ଜିତ ମଧ୍ଯରେ ଚିହ୍ନିତ କରାଯାଇ ପାରେ, ଏ ନେଇ ବଜାରରେ ରଙ୍ଗ, ବେରଙ୍ଗର ହାର,ରାକ୍ଷୀ ବଜାରରେ ବିକ୍ରୀ ହୁଏ, ରାକ୍ଷୀ ବନ୍ଦନର ଦୋକାନ, ବଜାରରେ ଲୋକଙ୍କ ଭିଳ ଦେଖିବାକୁ ପାଇ ପାରୁଛୁ ।

