୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଦ ପଞ୍ଚାୟତ ଗଡର ଗ୍ରାମରେ ଚନ୍ଦ୍ରଗିରି ଟିବ୍ଦତୀୟାନ ମହିଳା ମାନଙ୍କ ତରଫରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ରକ୍ଷା ବନ୍ଧନ ବା ପବିତ୍ର ରାକ୍ଷୀ ପୂର୍ଣ୍ଣୀମା ଥିବା ବେଳେ ରବିବାର ସକାଳୁ ଗଡର ଗ୍ରାମ ବାସୀଙ୍କ ସତସଙ୍ଗ ତଥା ସଚେତନ କାର୍ଯ୍ୟ କ୍ରମ ଥିବା ବେଳେ ତିବତୀୟାନ ଓମେନ ଏସୋଷିଏସନ୍ ର ଚେୟାର ପର୍ସନ ସିରିଙ୍ଗ ୟାଂଜମ୍, ମେମ୍ବର ପେମା ସୋମ ,

