ପରିସଲ ଛକ ପାଖରେ ପାହାଡ଼ ଉପରେ ଧକ୍କା ହେଲା ଅଟୋ

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଗଜପତି ଜିଲ୍ଲା :-> ରାୟଗଡ ବ୍ଲକ ପରିସଲ ଛକ ପାଖରେ ବଡ଼ ଧରଣର ଦୁର୍ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି l ସୂଚନା ଅନୁସାରେ ରାୟଗଡ ରୁ ମାର୍ଲବl ଗୋଟିଏ ଓଟ ନୁମ୍ବର AP30TC1842 ଚାଳକ ଶ୍ରୀପତି ଜାନି ପ୍ରାୟ 10 ଜଣଙ୍କୁ ନେଇ ଯାଉଥିବା ସମୟରେ ଅତି କ୍ଷିପ୍ର ବେଗ ରେ ଗୋଟିଏ ବଡ଼ ଜାନ ପଛ ପଟୁ ଆସି ଧକ୍କା ଦେଇ ଥିବାରୁ

ଘଟଣା ସ୍ଥଳରେ ଓଟୋ ପାହାଡକୁ ଚଡିଯାଇଥିବା ସହ ଓଲଟି ପଡିଥିବାରୁ ଥିବା ଯାତ୍ରି ମାନଙ୍କ କ୍ଷତ ବିକ୍ଷତ ହେବା ସହିତ କାହାର ହାତରେ ମାଡ଼ ହେବା ସହିତ ଆଉ କାହାର ମୁଣ୍ଡରେ କିନ୍ତୁ ଦୁଃଖ ଓ ପରିତାପର ବିଷୟ କି ଧକ୍କା ଦେଇଥିବା

ବଡ଼ ଯାନ ର ଚାଳକ ମାନବିକତା ହରାଇ ବା ଲୋକଙ୍କୁ ସାହାଯ୍ୟ ର ହାତ ନ ବଡେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କଥା ଆହତ ହୋଇଥିବା ଲୋକେ କହୁଛନ୍ତି ବହୁ କଷ୍ଟରେ ଆହତ ହୋଇ ଥିବା ଲୋକେ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରାୟଗଡ କୁ ଯାଇ ଥିଲେ ପରେ ଗୁରତର ଭାବେ ଆହତ ହୋଇଥିବା ଲୋକଙ୍କୁ ଅଧିକ ଚିକତ୍ସା ପାଇଁ ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି  l  

Exit mobile version