୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ଆଜି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ଆଇଏମ ଏ ,ଓ, ଓସମା , ଡାକ୍ତର ତଥା ପାରାମେଡ଼ିକାଲ ଷ୍ଟଫ ଙ୍କ ଦ୍ଵାରା ଏକ ବିଶାଳ ରେଲି ବାରିପଦା ମୁଖ୍ୟ ଚିକିତ୍ସା ଳୟ ଠାରୁ କୃଷ୍ଣଚନ୍ଦ୍ର ଗୋଲେଇ ହୋଇ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହା ଏକ ପ୍ରତିବାଦ ରେଲି। ଡାକ୍ତରଙ୍କୁ ସୁରକ୍ଷା ଏବଂ ସେଣ୍ଟ୍ରାଲ ପ୍ରଟେକସନ ଏକ୍ଟ ଲାଗୁ କରାଯାଉ।
ଏବଂ କଲି କତା ରେ କାର୍ଯ୍ୟାତ ଡାକ୍ତର ଙ୍କୁ ଯେଭଳି ନିର୍ମମ ଭାବରେ ରେପ ଓ ହତ୍ୟା କରାଯାଇଥିଲା । ଏହାର ଉଚ୍ଚିତ ନ୍ୟାୟ ପାଇଁ ସାରା ଦେଶର ଏଭଳି ରେଲିହୋଇଛି । ଡାକ୍ତରଙ୍କ ଦ୍ଵାରା ଏକ ଦାବୀ ପତ୍ର ଜିଲ୍ଲାମାନଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଚିପ ଜଷ୍ଟିକ ଅଫ ଇଣ୍ଡିଆ,ଙ୍କୁ ପ୍ରଦାନ କରାଯାଇଥିଲା ।

