୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସମଗ୍ର ଭାରତବାସି 78 ତମ ପବିତ୍ର ସ୍ୱାଧୀନତା ଦିବସ ପାଳୁଥିବାବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ର ଏରବଙ୍ଗ ପଞ୍ଚାୟତ ଙ୍କ ପକ୍ଷରୁ ନିଆରା ଅନ୍ଧାଜ ରେ ସ୍ୱାଧୀନତା ଦିବସ ପାଳିତ କଲେ ଗୋପ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସ୍ୱାଇଁ l ପଞ୍ଚାୟତ କାର୍ଯ୍ୟାଳୟ ରୁ ଦେଶାତ୍ମକ ସଂଗୀତ ର ଶବ୍ଦ ରେ ଶତାଧିକ ଯୁବକ ଙ୍କ ଏକାଠି କରି ଏକ ବାଇକ ଶୋଭାଯାତ୍ରା ରେ ପ୍ରଭାତ ପରିକ୍ରମା ରେ ବାହାରିଥିଲେ l
