୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ର ପହଞ୍ଚି ଜିଲ୍ଲାର ବିଭିନ୍ନ ସମସ୍ଯା ସମ୍ପର୍କ ରେ ଆଲୋଚନା କରିଥିଲେ ।ଏହି ଅବସରରେ ସେ ସମ୍ବାଦିକଙ୍କୁ କହିଥିଲେ ଯେ, ରାଜ୍ୟରେ ଆଳୁ ସମସ୍ୟା ଆଉ ନାହିଁ ଧୀରେ ଧୀରେ ସମସ୍ଯା ର ସମାଧାନ କରାଯାଉଛି । ଆଗାମୀ ଦିନରେ ଆଳୁ ଓ ପିଆଜ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ ଓ ପିଆଜ ଚାଷ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଉଛି ।
