ଓଡିଶା ତାଜା ନ୍ୟୁଜ୍ ( ୧୨ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଆଜି ରାଜ୍ୟ କ୍ୟାବିନେଟ ଅପରାହ୍ନ ୦୫.୩୦ ରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ଯୋଗଦେବେ। ବିଶେଷ ସୂତ୍ରରୁ ଖବର ମିଳିଛି ବୈଠକରେ ୧୮ ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ରାଜସ୍ୱ ବିଭାଗର ୨ ଟି, ପଞ୍ଚାୟତିରାଜ ବିଭାଗ ର ୬ ଟି, ଶ୍ରମ ଓ ସ୍ୱାସ୍ଥ୍ୟ ବିଭାଗର ୨ ଟି ଲେଖାଏଁ, ଆଇନ, ଶକ୍ତି, ଅର୍ଥ ଓ ଜଳ ସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ଲୋକସେବା ଭବନରେ କିଛି ମନ୍ତ୍ରୀ ଉପସ୍ଥିତ ରହିବେ । ଏହା ସହ ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ମନ୍ତ୍ରୀମାନେ ଯୋଗଦେବେ ।
ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅପରାହ୍ନ ୦୫.୩୦ ରେ ; ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ

- Categories: Uncategorized, ଓଡ଼ିଶା, ହୋମ୍
Related Content
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ
by
Proprietor Abhimanyu Maharana
May 15, 2026
'ସଙ୍ଗୀତଧାରା' ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ
by
Proprietor Abhimanyu Maharana
May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର
by
Proprietor Abhimanyu Maharana
May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା
by
Proprietor Abhimanyu Maharana
May 15, 2026
ପୁରୀଜିଲ୍ଲା ବିଜେଡି ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ
by
Proprietor Abhimanyu Maharana
May 15, 2026
ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ
by
Proprietor Abhimanyu Maharana
May 15, 2026