୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ 78 ତମ ସ୍ୱାଧୀନତା ଦିବସ ଅବସରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ପ୍ରତିଷ୍ଠାତା ଅକ୍ଷୟ ପ୍ରଧାନ ଙ୍କର ପ୍ରଚେଷ୍ଟା ଓ ଗ୍ରୁପ ର ସବୁ ସଦସ୍ୟ ଙ୍କର ସହ ଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏ ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିବେକାନନ୍ଦ ଷଡ଼ଙ୍ଗୀ,
