ଛତିଆ ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ବାଧୀନତା ଦିବସ ପାଳନ

ସ୍ବାଧୀନତାର ପ୍ରକୃତ ସ୍ବାଦ ଚାଖିବା ଲାଗି ଏବେବି ଦେଶବାସୀ ଭୋକିଲା ହୋଇ ରହିଛନ୍ତି. ଆଉ ଏସବୁର ସମାଧାନ ପାଇଁ ଚେଷ୍ଟା, ରାଜନୈତିକ ପ୍ରଣୋଦିତ ହୋଇ ଯାଉଥିବାରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନକୁ ଛାଡିଦେଲେ ସମସ୍ତେ ପରାଧିନତା ଅନୂଭବ କରୁଛନ୍ତି. ରାଜନୈତିକ ଷଡଯନ୍ତ୍ରରେ ଗଣମାଧ୍ୟମ ଚାପଗ୍ରସ୍ତ ହୋଇ ରହିଥିବାରୁ ସମାଜରେ ସାମ୍ବାଦିକ ଓ ସାଧାରଣ ଲୋକ ଉଭୟ ନ୍ୟାୟ ଅପେକ୍ଷାରେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।
Related Content
ବିଦେଶ ମାଟିରୁ ଜନ୍ମମାଟିକୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ
by
Proprietor Abhimanyu Maharana
July 7, 2026
ତ୍ରୁଟିପୂର୍ଣ୍ଣ ବହିକୁ ନେଇ ବର୍ଷିଲା ବିଜେଡି
by
Proprietor Abhimanyu Maharana
July 7, 2026
ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
by
Proprietor Abhimanyu Maharana
July 7, 2026
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ
by
Proprietor Abhimanyu Maharana
July 6, 2026
ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ
by
Proprietor Abhimanyu Maharana
July 6, 2026
ଦଳେଇ ସାହି ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ
by
Proprietor Abhimanyu Maharana
July 6, 2026