Home ଓଡ଼ିଶା ମହା ଆଡ଼ମ୍ବରରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ସ୍ବାଧିନତା ଦିବସ ଅବସରରେ ବିଜେପି ହାଇସ୍କୁଲ ପରିସରରେ ଏକ କୁଇଜ ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଭୁଷଣ୍ଡପୁର ହାଇସ୍କୁଲର ର ୧୦ ଶ୍ରେଣୀ ଛାତ୍ର ପ୍ରଶନ୍ନ କୁମାର ସ୍ବାଇଁ ଙ୍କୁ ଜିଲ୍ଲା ପାଳ ଚଞ୍ଚଳ ରଣା ଖୋର୍ଦ୍ଧା ଏସପି ଅଭିଳାଷ କୁମାର ଙ୍କ ଉପସ୍ଥିତ ରେ କୃତି ପ୍ରତିଯୋଗୀ କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ଚଳିତ ମାସ ୯ ତାରିଖରେ ୧୦ ଟି ପଞ୍ଚାୟତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗୀତା ଭୁଷଣ୍ଡପୁର ହାଇସ୍କୁଲର ପରିସରରେ ଆୟୋଜନ କରାଯାଇଥିଲା ଆୟୋଜନ ହୋଇ ଥିଲା କୃତି ପ୍ରତିଯୋଗୀ ଙ୍କ ମଧ୍ୟରେ ପ୍ରସନ୍ନ କୁମାର ସ୍ବାଇଁ ଟପ୍ପର ହୋଇଥିବା ହୋଇଥିଲେ।ଗଢିଶା ଗଦା ଥାନା ଅନ୍ତର୍ଗତ ବାଦୁରା ବର ଗ୍ରାମ ର ପ୍ରଦିପ କୁମାର ସ୍ବାଇଁ ଙ୍କ ପୁଅ ପ୍ରସନ୍ନ ସ୍ବାଇଁ ଜଣେ ଗରିବ ପରିବାର ହୋଇ ଥିବା ବେଳେ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ଆଗରୁ ବହୁ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପୁରସ୍କୃତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଖବର ପାଇ ବା ପରେ ସୁଲ ଅଭିଭାବକ ଓ ସାଙ୍ଗ ସାଥି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି by Proprietor Abhimanyu Maharana October 15, 2026 ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି by Proprietor Abhimanyu Maharana October 15, 2026 ‘ମୁଁ କାହିଁକି ପ୍ରାର୍ଥୀ’ ମଞ୍ଚରେ ଛାତ୍ରନେତାଙ୍କ ଭିଜନ୍; ୮ ପଦବି ପାଇଁ ୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ by Proprietor Abhimanyu Maharana October 15, 2026 ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026