୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଠାରେ କେଶ ରିୟା କାର୍ଯ୍ୟାଳୟରେ ଦିଲ୍ଲୀପ ଦାସଙ୍କ ନେତୃତ୍ଵରେ ୭୮ତମ ସ୍ଵାଧୀନତା ଦିବସ ପାଳନ କରାଯାଉଛି। ଏଥିରେ ବହୁ କର୍ମୀ ଓ ସାଧାରଣ ଜନତା ଉପସ୍ତିତ ଥିଲେ । ଏକ ସୁସ୍ଥ ସମାଜ ଗଠନ ଦିଗରେ ସେମାନେ ସଦା କାର୍ଯ୍ୟାତ ଓ ଚେଷ୍ଟିତ ପରୀବ ଅସହାୟ ଙ୍କ ସେବା ହିଁ ସେମାନଙ୍କ ଲକ୍ଷ୍ୟ, ଆମେ ଭାରତୀୟତେଣୁ ନିଜକୁ ଆମେ ଗର୍ବିତ ଅନୁଭବ କରୁଛୁ । ସ୍ଵାଧୀନତାର ବୀରପୁରୁଷ ମାନଙ୍କୁ ନମନ ଜଣାଇ, ସ୍ଵାଧିନାର ବିଶେଷତ୍ଵ ବର୍ଣ୍ଣନା କରିଥିଲେ।

