Home ଓଡ଼ିଶା ବଜ୍ରପାତରେ ୧୪ ଗାଈଙ୍କ ମୃତ୍ୟୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ଜିଲ୍ଲା ସଦର ଥାନାଞ୍ଚଳରେ ଗୁରୁବାର ପ୍ରକୃତି ତାଣ୍ଡବ ରଚିଛି । ବଜ୍ରପାତରେ ପାଣିପୋଇଲାଠାରେ ୧୪ ଗାଈଙ୍କ ମୃତ୍ୟୁ ହୋଇଛି । ଖଡଗପ୍ରସାଦ ଓ କାଦୁଆ ଗ୍ରାମରୁ ଜଣେ ଗାଈ ଚରାଳି ଗାଈ ଗୋଠ ଧରି ପାଣିପୋଇଲା ନିକଟ ଆମ୍ବତୋଟାକୁ ଯାଇଥିଲେ । ତେବେ ହଠାତ ବର୍ଷା ହେବାରୁ ଗାଈ ଗୁଡିକ ଗୋଟିଏ ଗଛମୂଳେ ଠିଆ ହୋଇଥିଲେ । ତେବେ ଅଚାନକ ବଜ୍ରପାତ ହେବାରୁ ଗୋଠରେ ଥିବା ୧୪ ଗାଈଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଅନେକ ଆହତ ହୋଇଥିବା ଜଣାପଡିଛି । ତେବେ ଗାଈ ଚରାଳି ରକ୍ଷା ପାଇଯାଇଥିବା ଜଣାପଡିଛି । ତେବେ କ୍ଷତିପୂରଣ ଦେବାକୁ ଗାଈ ମାଲିକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026