
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା :-> ଅନ୍ତର୍ଗତ ନୂଆଗଡ ବ୍ଲକ ଠାରେ ବିଭିନ୍ନ ସ୍ଥାନ ରେ 78ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଝାଳରସିଂ ସ୍କଲ ଠାରେ ବଡ ଆଡମ୍ବର ସହିତ ସ୍ୱାଧୀନତା ଦିବସ କରାଯାଇଛି। ସ୍କଲ ଛାତ୍ର ଛାତ୍ରୀ ତୀରଙ୍ଗା ପତାକା ଧରି ଝାଳରସିଂ ଠାରୁ ବଡ଼ପଦା ଓ ଖଜୁରୀପଦା ନଗର ପରିକ୍ରମା କରି ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଏବଂ ଜାତୀୟ ସଙ୍ଗୀତ ଗାଇ ।

