୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ଦ୍ୱାରା ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଉଦଘାଟନ କରିଥିଲେ । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସ୍ଵେଚ୍ଛାକୃତ କୃତ ଭାବେ ଔଷଧ ଦୋକାନୀ ମାନେ ଆଜି ୫୧ୟୁନିଟ ରକ୍ତ ଦାନ କରିଥିଲେ ।

