୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲାର ବାଲିଗୁଡା ଗ୍ରାମୀଣ ମଣ୍ଡଳ ପକ୍ଷରୁ ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ବରେ ହର ଘର ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଶୋଭାଯାତ୍ରା ରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଯୋଗ ଦେଇଥିବା ବେଳେ ବାରଖମା ଗ୍ରାମୀଣ ମଣ୍ଡଳ ର ରେବିଙ୍ଗିଆ ,ସଲାଗୁଡା,ସୁଡ୍ରା ,କୁଟିକିଆ,ସିନ୍ଦ୍ରିଗାଁ ଓ ବୁଦ୍ରୁକିଆ ପଞ୍ଚାୟତ,

