Home ଓଡ଼ିଶା ପାଙ୍ଗୁରମିଲା ଜଙ୍ଗଲ ରେ ମାଓବାଦୀ-ସୁରକ୍ଷା କର୍ମୀ ମୁହାଁ ମୁହିଁ : ଛତ୍ର ଭଙ୍ଗ ଦେଲେ ମାଓବାଦୀ – ଅଞ୍ଚଳ ରେ ହାଇ ଆଲାର୍ଟ ଜାରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଙ୍ଗୁରମିଲା ଜଙ୍ଗଲ ରେ ବୁଧବାର ମାଓବାଦୀ-ସୁରକ୍ଷା କର୍ମୀ ମୁହାଁ ମୁହିଁ ହୋଇ ପ୍ରାୟ ତିନି ଘଣ୍ଟା ଧରି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି l ଏହି ଗୁଳି ବିନିମୟ ହେବା ପରେ କିଛି ମାଓବାଦୀ ମୃତ ଓ ଆହତ ହୋଇ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି l ଏପରି ଘଟଣା ପରେ ପରେ ଉକ୍ତ ଜଙ୍ଗଲର ଚାରି ପଟୁ ସୁରକ୍ଷା କର୍ମୀ ମାନେ ଘେରି ରହିଥିବା ବେଳେ ସମଗ୍ର ଅଞ୍ଚଳରେ ହାଇ ଆଲାର୍ଟ ଜାରୀ କରାଯାଇଥିବା ବିଷୟ ସୂଚନା ମିଳିଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026