ଗୋଟିଏ ବଳଦ,୫ଟି ଗାଈ,୨ଟି ବାଛୁରୀ ମୃତ୍ୟୁ ଗାଁ ଲୋକେ ଆତଙ୍କିତ

ତେବେ ପ୍ରାଣୀ ଧନ ଅଧିକାରି ଏହାକୁ ଗୁରୁତ୍ବ ଦେଇନଥିଲେ l ଘଟଣା ସଂମ୍ପର୍କରେ ପ୍ରାଣୀ ଧନ ଅଧିକାରୀଙ୍କୁ ପଚାରିବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା, ଦୁର୍ଘଟଣାର କ୍ଷୟ କ୍ଷତି ଓ ମୃତ୍ୟୁର କ୍ଷତି ପୂରଣ ପ୍ରଦାନର ଯୋଜନା ଅଛି l ତେବେ ସ୍ଵାଭାବିକ ମୃତ୍ୟୁ ପାଇଁ କୌଣସି ସରକାରୀ ସହାୟତା ଯୋଜନା ନ ଥିବା କହିଛନ୍ତି ଡାକ୍ତର ବିରେନ୍ଦ୍ର ପଣ୍ଡା I ବର୍ତ୍ତମାନ ଗାଈ ଗୋରୁଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁ ଲୋକେ ଆତଙ୍କିତ ହେବା ସହିତ ଗୁଞ୍ଜିମା, ପିଲ୍ ପାଜୁ ଏବଂ ଆଖ ପାଖ ଗାଁ ଥିବା ଲୋକେ ଆତଙ୍କିତରେ ଅଛନ୍ତି I
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026