
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ସୋମବାର ୪ ଟା ୩୦ ମିନିଟ ସମୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ବ୍ରଜରାଜ ପୁର ରେ ତାଲୁକ୍ ଆଇନ ସେବା କମିଟି ,ରଣପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

