୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ :-> ନୂଆଗଡ ବ୍ଲକ ସଦଭାବନା ଗୃହ ରେ ଏକ ସମଗ୍ର ଶିକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ ନୂଆଗଡ ବ୍ଲକ ର ଵିୟୁ ନୟନ ମଣ୍ଡଳ ବୈଠକ ଟିକୁ ଆଗେଇ ନେବାପାଇଁ ଵିୟୁ ନୟନ ମଣ୍ଡଳ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ସମସ୍ତ ଙ୍କୁ ସ୍ଵାଗତ ଜଣେଇ ନିଜର ପରିଚୟ ଦେଉଥିଲେ ।

