୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଚନ୍ଦ୍ରଭାଗା ଥାନ ଅଧିନସ୍ଥ ସୁତନ ଗ୍ରାମର ଯୁବ ସମାଜ ସେବୀ,ମଦନ ମୋହନ ନାୟକ, ଯୁବ ପୀଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବର୍ଷା ଋତୁ ହେତୁ ଗାଁ ଗହଳିରେ ରହିଥିବା ପୁରୁଣା ବର୍ଜ୍ୟବସ୍ତୁ ଆସବାସ ପତ୍ର ଓ ପୁରୁଣା,ନନ୍ଦିଆ, କୁଣ୍ଡ ରେ ବର୍ଷା ପାଣି ଜମି ରହିଥିବା ଜାଗାରେ ସେ ପହଁଛି ।

