ମାଙ୍କେଡା ପଥର ବୋଝେଇ ଟ୍ରାକ୍ଟର ଜବତ

୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :->  ନୟାଗଡ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରୁ ମାଙ୍କେଡା ପଥର, ମୋରମ , କଳାମୁଗୁନି ପଥର ଚୋରା ଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋରରେ ହେଉଛି । କିନ୍ତୁ ଗତ ୧୦/୦୮/୨୪ ରେ ଗଡ ବାଣିକିଲୋ ପଞ୍ଚାୟତ ଅଧିନସ୍ଥ

ଗୁଣ୍ଡୁରୀଆ ଗ୍ରାମରୁ ଏକ ମାଙ୍କେଡା ବୋଝେଇ ଗାଡ଼ି ନମ୍ବର ଓଡି ୦୨ ବି କେ ୫୩୧୨ କୁ ଜବତ କରି , ଏ ସଂକ୍ରାନ୍ତରେ ଏକ ମକଦ୍ଦମା କେସ ନମ୍ବର ୨୯୫/୨୪ ରୁଜୁ କରି ଥିବା ରାଜ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।

Exit mobile version