Home ଓଡ଼ିଶା ଗଜପତି ଜିଲ୍ଲାର କାଶୀନଗରରେ ବଂଶଧାରା ନଦୀର ବାଲିଘାଟ ଲିଜ ନେଇ ଜନଶୁଣାଣି ସମାପ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ଦିନକୁ ଦିନ ତାର ଚାହିଦା ବଢ଼ିବାରେ ଲାଗିଛି । ବାଲିଘାଟ ଲିଜ୍ ନେବାକୁ ଅଧିକରୁ ଅଧିକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରୁଛନ୍ତି l ଚଳିତ ବର୍ଷ ବୁଦୁରା ପଞ୍ଚାୟତ ଅନ୍ତର୍ଗତ କିତ୍ତାଙ୍ଗି ବାଲିଘାଟ ନିଲାମ କରାଯାଇଥିବା ବେଳେ ନାରାୟଣ ବିଶ୍ୱାଳ ନାମକ ଜଣେ ବ୍ୟବସାୟୀ ଉକ୍ତ ନିଲାମ ଧରିଥିବା ଜଣାପଡ଼ିଛି । ଏ ଅବସରରେ ଉଲ୍ଲିଖୂତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ତରଫରୁ ରେମ୍ପକୁ କେନ୍ଦ୍ର କରି ଅଭିଯୋଗ ଅଛି କି ନାହିଁ ଜାଣିବା ପାଇଁ ଶୁକ୍ରବାର ଦିନ ଏକ ନ ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା ।କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ, ଗଜପତି ଜିଲ୍ଲା ସହକ ସହକାରୀ ଖଣି ଅଧୂକାରୀ ପ୍ରିୟବ୍ରତ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୂକାରୀଙ୍କ ଉପସ୍ଥିତିରେ ହୋଇଥିବା ଜନଶୁଣାଣି ବେଳେ କୌଣସି ଅଭିଯୋଗ ଅଧୂକାରୀମାନଙ୍କ ହସ୍ତଗତ ହୋଇ ନ ଥିଲା ମାତ୍ର ଦୁଇ ଘଣ୍ଟା ଅଢେଇ ଘଣ୍ଟା । ଭିତରେ କାର୍ଯ୍ୟକ୍ରମ ଶେଷ କ୍ରମ ଶେଷ ହୋଇଥିବା ଜଣାପଡ଼ିଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026 ପ୍ରଶାସନ ଶୁଣିଲାନି, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି by Proprietor Abhimanyu Maharana October 3, 2026 ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026