୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ର ଫୁଟ୍ଟାସିଂ ଗ୍ରାମରେ ଏହା ଏକ କାହାଣୀ ମାଧ୍ଯମ ପ୍ରଶାସନ ରଖୁଛି କାହିଁକି ? ଫୁଟ୍ଟାସିଂ ଗ୍ରାମରେ ରେଭିନ୍ୟୁ ରହିଥିବା ବେଳେ ମହୁଲବଣିଆ, ତାବାର୍ ଫୁଟ୍ଟା, ଫୁଟ୍ଟାସିଂ ଶାଖା ଆମ୍ଲେଟ୍ ଗ୍ରାମଗୁଡିକ ରହିଛି । ଯଥା:- ଡ୍ରନ୍ କ୍ୟାମେରା ଦେଖିବା ସହ ମ୍ୟାପ୍ ମଧ୍ଯ ଫୁଟ୍ଟାସିଂ ରହିଛି। ଏହାର ବାରମ୍ବାର ସର୍ବେ କରିବା ଫଳରେ ଏହାର ଗ୍ରାମ ବାସୀମାନଙ୍କୁ ଅସମ୍ପୂର୍ଣ୍ଣ ଅସଫଳତା ଦେଖିବାକୁ ପାଇ ପାରୁଛନ୍ତି । ଫୁଟ୍ଟାସିଂ ଗ୍ରାମର ରେଭିନ୍ୟୁ ଫୁଟ୍ଟାସିଂ ଗ୍ରାମ ନାମରେ ନାମିତ କରିବା ପାଇଁ କେବେ ମାନ୍ଯତା ଫେରି ପାଇବେ ଏହି ଆଦିବାସୀ ମାନେ ପ୍ରଶାସନ ଦେଖିବାକୁ ବାକି ରହିଲା ? ଗ୍ରାମର ଲୋକମାନଙ୍କୁ ଅନ୍ଧକାରରେ ଅନ୍ଧ କରି ରଖୁଛି କାହିଁକି ପ୍ରଶାସନ ।

