ସୂର୍ଯ୍ୟ ନାରାୟଣ ମହାରଣା ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ର ସଭାପତି ନିର୍ବାଚିତ

୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଓଡିଶା ସାଧାରଣ ଅଧିବେଶନ ବିଶ୍ବକର୍ମାରତ୍ନ ପଣ୍ଡିତ ବଟକୃଷ୍ଣ ଓଝା ମହୋଦୟଙ୍କ ଅଧ୍ୟକ୍ଷତାରେ ମୋହନ ମଣ୍ଡପ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅଧିବେଶନ ରେ ସର୍ବ ସମ୍ମତି କ୍ରମେ ସୂର୍ଯ୍ୟ ନାରାୟଣ ମହାରଣା -ସଭାପତି,ଚକ୍ରଧର ମହାରଣା -କାର୍ଯ୍ୟକାରୀ ସଭାପତି,ଭାଗିରଥି ବିନ୍ଧାଣି -ଉପ ସଭାପତି, ବିଜୟ ମହାରଣା -ଉପ ସଭାପତି, ମନୋରଞ୍ଜନ ମହାରଣା -ସାଧାରଣ ସମ୍ପାଦକ, ପ୍ରସନ୍ନ ମହାରଣା -ଯୁଗ୍ମ ସମ୍ପାଦକ ଭାଗିରଥି ମହାରଣା -ଯୁଗ୍ମ ସମ୍ପାଦକ,

ପ୍ରମୋଦ ମହାରଣା -ସହ ସମ୍ପାଦକ, ପ୍ରଶାନ୍ତ ଓଝା -ସହ ସମ୍ପାଦକ, ଗୁରୁ ପ୍ରସାଦ ସୁତାର – କୋଷାଧକ୍ଷ, ରାକେଶମହାରଣା-ସଂଗଠନ ସମ୍ପାଦକ, ପ୍ରଶାନ୍ତ ମହାରଣା – ସଂଗଠନ ସମ୍ପାଦକ, ପ୍ରତାପ ମହାରଣା-ସଂଗଠନସମ୍ପାଦକ,ଗୋବର୍ଦ୍ଧନ ମହାରଣା -ସଂଗଠନ ସମ୍ପାଦକ,ବଟକୃଷ୍ଣ ଓଝା – ଉପଦେଷ୍ଟା,ଦୟାନିଧି ମହାରଣା – ଉପଦେଷ୍ଟା, ଦେବରାଜ ମହାରଣା -ଉପଦେଷ୍ଟା, କାଳୁ ଚରଣ ମହାରଣା -ଉପଦେଷ୍ଟା ଭାବେ ନିର୍ବାଚିତ ହୋଇଛନ୍ତି l ନୂତନ ସଭାପତି ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସଙ୍ଘ ର ଉନ୍ନତି ପାଇଁ ଶ୍ରୀଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି l

Exit mobile version